ଆବାସିକ ବିଦ୍ୟାଳୟ ପରିଦର୍ଶନ କଲେ ଅଧିକାରୀ

ସୁବର୍ଣ୍ଣପୁର କୋଶଳ ଆବାସିକ ବିଦ୍ୟାଳୟ କୁ ଆଜି ସର୍ବଶିକ୍ଷା ଅଭିଯାନର ମୁଲ୍ୟାଙ୍କନ ଅଧିକାରୀ ଶ୍ରୀ ଲୋକନାଥ ଦାଶ ପରିଦର୍ଶନ କରିଛନ୍ତି ।

ଏହି କ୍ରମରେ ସେ କୋଶଳ ଆବାସିକ ବିଦ୍ୟାଳୟର ସ୍ବଚ୍ଛତା, ପାନୀୟ ଜଳ ଓ ଶିକ୍ଷା ବ୍ୟବସ୍ଥାକୁ ଯାଞ୍ଚ କରିଥିଲେ ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes