ଆବାସିକ କଲେଜ ହଷ୍ଟେଲ କୋଠାରୁ ପଡି ଛାତ୍ରୀ ମୃତ

ବାଲେଶ୍ୱରରେ ଥିବା ଏକ ଆବାସିକ କଲେଜର ଛାତ୍ରୀ ନିବାସ କୋଠାରୁ ଆଜି ଅପରାହ୍ନରେ ଜଣେ ଛାତ୍ରୀ ଖସି ପଡ଼ି ପ୍ରାଣ ହରାଇଛନ୍ତି l ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି l

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version