ଆବାସିକ ଉନ୍ନୟନ ସଂଘ ସହ ଅପରାଜିତାଙ୍କ ବୈଠକ

ଆଜି ରୋଟାରୀ ଭବନ ଠାରେ ସାଂସଦ ଅପରାଜିତା ଷଡ଼ଙ୍ଗୀ ଉତ୍ତର ଭୁବନେଶ୍ୱରର ଶତାଧିକ ଆବାସିକ ଉନ୍ନୟନ ସଂଘ କର୍ମକର୍ତ୍ତାଙ୍କ ସହ ଆଲୋଚନା କଲେ ସେମାନଙ୍କ ଅଞ୍ଚଳର ସୁବିଧା ଅସୁବିଧା ସଂପର୍କରେ ଏବଂ ଖସଡ଼ା ପ୍ରସ୍ତୁତ କଲେ l

କିପରି ଆଗମୀ ୫ ବର୍ଷ ମଧ୍ୟରେ ପର୍ଯ୍ୟାୟ କ୍ରମେ ସମସ୍ତ ସମସ୍ୟା ଦୂର ପାଇଁ ମିଳିତ ଭାବେ ପ୍ରୟାସ କରିବେ ବୋଲି କହିଥିଲେ l ଏହି କାର୍ଯକ୍ରମରେ ସାମାଜିକ ଅନୁଷ୍ଠାନ ସମର୍ଥର ସଭାପତି କାହୁଁ ଚରଣ ଦାଶ, ଉପସଭାପତି ଶଶାଙ୍କ ସାହୁ ଓ ଅଶୋକ ପଟନାୟକ,ସମ୍ପାଦକ କୁଳମଣି ରାଉତ ଲୋକଙ୍କ ସେବା କରିବା ପାଇଁ ଆବାସିକ ସଂଘ ମାନଙ୍କର ସାହାଯ୍ୟ ମାଗିଥିଲେ l

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version