୩୦୦ରୁ ଅଧିକ ଆଶାୟୀ ଠକେଇର ଶିକାର ହୋଇଥିବା ନେଇ ଝାରସୁଗୁଡ଼ା ସାଇବର ଥାନାରେ ଆଶାୟୀ ଛାତ୍ରୀ ଅଭିଯୋଗ କରିଛନ୍ତି। ବ୍ରଜରାଜନଗର ଥାନାଞ୍ଚଳର ଅନ୍ୟ ଜଣେ ଛାତ୍ରୀ ଅଭିଯୋଗ କରିଛନ୍ତି। ଲଇକେରା, ବେଲପାହାଡ଼, ବ୍ରଜରାଜନଗର, ଓରିଏଣ୍ଟ ଓ ଲଖନପୁରରୁ ଅଭିଯୋଗ କରିଛନ୍ତି।
ମୋଟ୍ ୭ ଜଣ ଠକେଇର ଶିକାର ହୋଇଥିବା ପ୍ରାଥମିକ ତଦନ୍ତରୁ ସ୍ପଷ୍ଟ ହୋଇ ଥିବାବେଳେ ପଶ୍ଚିମ ଓଡ଼ିଶାର ୩୦୦ରୁ ଅଧିକ ଆଶାୟୀ ସ୍କାମ୍ରେ ଫସିଥିବା ଅଭିଯୋଗ ହୋଇଛି।