ଆନ୍ଧ୍ର-ଓଡ଼ିଶା ସୀମାରେ ମର୍ମନ୍ତୁଦ ଟ୍ରେନ୍‌ ଦୁର୍ଘଟଣାରେ ୧୧ ଜଣଙ୍କ ମୃତ୍ୟୁ

କଣ୍ଟକାପାଲୀ ଓ ଆଲମଣ୍ଡା ଷ୍ଟେସନ୍ ମଧ୍ୟରେ ଦୁର୍ଘଟଣାରେ ଲୋକୋ ପାଇଲଟ, ଗାର୍ଡଙ୍କ ସମେତ ୧୧ ଜଣଙ୍କ ମୃତ୍ୟୁ ଘଟିଛି।

ପ୍ରାୟ ୫୦ ଜଣ ଆହତ ହୋଇଥିବା ନେଇ ସିପିଆର୍‌ଓ ସୂଚନା ଦେଇଛନ୍ତି। ଦୁର୍ଘଟଣା ଯୋଗୁଁ ୩୩ଟି ଟ୍ରେନ୍ ବାତିଲ କରାଯାଇଥିବା ବେଳେ ୨୨ଟି ଟ୍ରେନର ରୁଟ୍ ପରିବର୍ତ୍ତନ କରାଯାଇଛି ଏବଂ ୧୧ଟି ଟ୍ରେନ ଆଂଶିକ ବାତିଲ ହୋଇଥିବାର ସୂଚନା ଦେଲା ପୂର୍ବତଟ ରେଳୱେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes