ଆନ୍ଧ୍ରପ୍ରଦେଶ ଚିତ୍ତୁରରେ ଦୁର୍ଘଟଣା: ଓଡ଼ିଶାର ୪ ମୃତ

ଆନ୍ଧ୍ରପ୍ରଦେଶ ଚିତ୍ତୁର ଜିଲ୍ଲା ତାଭନମପାଲେ ମଣ୍ଡଳରେ ଘଟିଥିବା ଦୁର୍ଘଟଣାରେ ୪ ଜଣଙ୍କୁ ମୃତ୍ୟୁ ଘଟିଛି ଏବଂ ଅନ୍ୟ ୩ ଜଣ ଗୁରୁତର ଅଛନ୍ତି।

ଆନ୍ଧ୍ର ଗଣମାଧ୍ୟମ ରିପୋର୍ଟ ଅନୁସାରେ ମୃତକ ୪ ଜଣ ଓଡ଼ିଶାର। ରୋଗୀ ଧରି ବେଙ୍ଗଲୁରୁ ଭିକ୍ଟୋରିଆ ହସ୍ପିଟାଲ ଯିବା ବେଳେ ପୁଥଲପାଟୁ-ନାଇଡୁପେଟା ଏନ୍‌ଏଚ୍‌ରେ ଆମ୍ବୁଲାନ୍ସକୁ ଧକ୍କା ଦେଲା ଲରି।ଘଟଣା ସ୍ଥଳରେ ୩ ଜଣ ପୁରୁଷ ଓ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଗୁରୁତର ଅଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes