ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ସୋନପୁର ସଦରବ୍ଲକ ଲଛିପୁର ପ୍ରାଥମକି ସ୍ବାସ୍ଥ୍ଯ ଆରୋଗ୍ୟ କେନ୍ଦ୍ର ପରିସରରେ ଆନ୍ତର୍ଜାତୀୟ ଯୋଗ ଦିବସ ଫାର୍ମାଷ୍ଟି ପ୍ରସାନ୍ତ ସାହୁଙ୍କ ଅଧ୍ଯକ୍ଷରେ ଅନୁଷ୍ଠିତ ହୋଇଥିଲା ।

ମୁଖ୍ଯ ଅତିଥି ଡାକ୍ତର ସରୋଜ କୁମାର ମେହେର ଯୋଗ ପ୍ରଶିକ୍ଷଣ ଦେଇଥିଲେ ଏବଂ ସଚିଦାନନ୍ଦନ ନାଏକ ସେକ୍ଟରର ସମସ୍ତ ଆଶାକର୍ମୀ ଓ ସୁପରଭାଇଜର ସରୋଜ ଗାନ୍ ସମେତ ଜନସାଧାରଣ ଯୋଗ ଦେଇଥିଲେ ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes