ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ “କସ୍ତୁରୀ” ୨୦୨୩

ଭିନ୍ନକ୍ଷମ ଶିଶୁ, ଅଭିଭାବକ ଓ ଅଭିଭାବିକାମାନଙ୍କୁ ନେଇ ଗୋକଣେଶ୍ୱରପଡ଼ା ସ୍ଥିତ ରେଆର ଥେରାପି ସେଣ୍ଟର ଠାରେ ‘ ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ “କସ୍ତୁରୀ” ୨୦୨୩ ପାଳିତ ହୋଇଯାଇଛି।

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଡାଲସା ସେକ୍ରେଟାରୀ କୁମୁଦିନୀ ମୁଦୁଲି ଯୋଗ ଦେଇଥିଲେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes