ସେପ୍ଟେମ୍ବର ୧୧ ତାରିଖରୁ ଉଗାଣ୍ଡାର ରାଜଧାନୀ କମ୍ପାଲାରେ ଅନୁଷ୍ଠିତ ହେବାକୁ ଯାଉଥିବା ଆନ୍ତର୍ଜାତୀୟ ପାରା ବାଡ଼ମିଣ୍ଟନ୍ ପ୍ରତିଯୋଗିତାରେ ଭାଗ ନେବେ ତାଳଚେରର ଗୌରବ ଅମରେନ୍ଦ୍ର ବେହେରା l
ଏଥିରେ ଅଂଶ ଗ୍ରହଣ କରିବାକୁ ଜାତୀୟ ପାରା ଅଲମ୍ପିକ୍ସ ଦ୍ୱାରା ସେ ଦଳ ପାଇଁ ମନୋନୀତ ହୋଇଛନ୍ତି ।
Credible Local News of Odisha