ଆନ୍ତର୍ଜାତୀୟ ଟାଏକୋଣ୍ଡୋ ଟୁର୍ନାମେଣ୍ଟରେ ଏହେସାସଙ୍କୁ ମିଲିଳା ବ୍ରୋଞ୍ଜ ପଦକ

୨୯ ଜୁନରୁ ଜୁଲାଇ ୨୦୨୨ ପର୍ଯ୍ୟନ୍ତ କୋରିଆର ଚୁଞ୍ଚେନ୍ ଠାରେ ଆୟୋଜିତ ଚୁଞ୍ଚେନ୍ କୋରିଆ ଓପନ୍ ଇଣ୍ଟରନ୍ୟାସନାଲ ଟାଏକୋଣ୍ଡୋ ଚାମ୍ପିଅନସିପ୍ -୨୦୨୨ (ଅଣ କୋରିଆ ବ୍ଲାକ୍ ବେଲ୍ଟ ଇଭେଣ୍ଟ) ରେ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଅମୁଲ୍ୟମଣୀ ରାଣୀପୁର ଏହେସାସ ହୋତାଙ୍କୁ ଆଜି ବ୍ରୋଞ୍ଜ ମେଡାଲ୍ ମିଳିଛି ।

ଏହା ସମଗ୍ର ଭାରତ ପାଇଁ ଏକ ଗୌରବ ହୋଇଥିବା ବେଳେ ବିଭିନ୍ନ ମହଲରୁ ତାଙ୍କୁ ଶୁଭେଚ୍ଛା ଜଣାଯାଇଛି ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes