ଫେରାର ମାଫିଆ ଶରତ ଦେକୁ ଗିରଫ କରି କୋର୍ଟ ଚାଲାଣ କରିଛି ଏସଟିଏଫ୍।
୪୩ କ୍ୱିଣ୍ଟାଲ ଗଞ୍ଜେଇ ଜବତ ଘଟଣାରେ ଧରିଲା ଏସଟିଏଫ୍। ଓଡ଼ିଶା ସମେତ ୪ ରାଜ୍ୟ ପୁଲିସର ମୋଷ୍ଟ ୱାଣ୍ଟେଡ ଥିଲା ଶରତ। ଅଗଷ୍ଟ ୨୦ରେ ଗଜପତିରୁ ଜବତ ହୋଇଥିଲା।
Credible Local News of Odisha