ଆନ୍ତଃରାଜ୍ୟ ଏଟିଏମ୍‌ ଲୁଟେରା ଗ୍ୟାଙ୍ଗକୁ ଧରିଲା ପୋଲିସ

ବଲାଙ୍ଗିରରୁ ୬ ଜଣିଆ ରାଜସ୍ଥାନୀ ଗ୍ୟାଙ୍ଗ ଗିରଫ କରିବା ସହ ୬ ଲକ୍ଷରୁ ଅଧିକ ଟଙ୍କା ଜବତ କରିଛି ପୁଲିସ।

ଓଡ଼ିଶା, ତେଲେଙ୍ଗାନା, ଛତିଶଗଡ଼, ମଧ୍ୟପ୍ରଦେଶରେ ସକ୍ରିୟ ଥିଲେ। ଗ୍ୟାସ୍‌ କଟରରେ ଏଟିଏମ୍‌ କାଟି ଟଙ୍କା ଲୁଟ୍‌ କରୁଥିଲା ଗ୍ୟାଙ୍ଗ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes