କଳାହାଣ୍ତି ଜିଲ୍ଲା ପ୍ରାଣୀବିଭାଗ କାର୍ଯ୍ଯାଳୟ ତରଫରୁ ଭବାନୀପାଟଣା ମୁନିସିପାଲିଟି ଅଞ୍ଚଳରେ ଆନିମଲ ହେଲ୍ପ ଲାଇନ ସକାଶେ ଗୋଟିଏ ଯାନ ଭଡା ସକାଶେ ଟେଣ୍ତର ବିଜ୍ଞପ୍ତି ପ୍ରକାଶ ପାଇଛି।
ଆଶାୟୀ ଚଳିତ ମଇ ମାସ ୨୫ ତାରିଖ ଯାଏ ବିଡ ଆବେଦନ କରିପାରିବେ।
Credible Local News of Odisha