ଆନନ୍ଦ ଟପ୍ପୋ ମୃତ୍ୟୁ ମାମଲା: ଅଲିମ୍ପିଆନ ବୀରେନ୍ଦ୍ର ଲାକ୍ରାଙ୍କୁ କ୍ଲିନଚିଟ୍

ଆନନ୍ଦଙ୍କ ମୃତ୍ୟୁ ଆତ୍ମହତ୍ୟାଜନିତ ବୋଲି କହି ବୀରେନ୍ଦ୍ର ଲାକ୍ରାଙ୍କୁ କ୍ଲିନଚିଟ୍ ଦେଇଛି କମିଶନରେଟ ପୁଲିସ।

ମୃତ୍ୟୁ ଆତ୍ମହତ୍ୟାଜନିତ ଦର୍ଶାଇ କୋର୍ଟରେ ରିପୋର୍ଟ ଦାଖଲ କରିଛି ପୁଲିସ। ପୋଷ୍ଟମର୍ଟମ ଓ ଭିସେରା ଆଧାରରେ ଏହା ଆତ୍ମହତ୍ୟା କହିଛି ପୁଲିସ। ଉଲ୍ଲେଯୋଗ୍ୟ, ଆନନ୍ଦଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ କରିଥିଲେ ତାଙ୍କ ବାପା। ଏନେଇ ହାଇକୋର୍ଟରେ ଅପିଲ ପରେ ସାନି ତଦନ୍ତ ନିର୍ଦ୍ଦେଶ ଦେଇଥିଲେ କୋର୍ଟ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes