ଆନନ୍ଦପୁର ବିଧାୟକ ଭାଗିରଥି ସେଠୀ ଦୁର୍ବ୍ୟବହାର କରିଥିବା ନେଇ ଆଜି ଜଣେ ଜିଲ୍ଲା ପରିଷଦ ସଦସ୍ୟା ଥାନାରେ ଏତଲା ଦେବାର କେଇ ଘଣ୍ଟା ମଧ୍ୟରେ ସମ୍ପୃକ୍ତ ସଦସ୍ୟାଙ୍କ ନାମରେ ଜଣେ ଧକୋଠା ସମିତି ସଭ୍ୟା ଥାନାରେ ଦୁର୍ବ୍ୟବହାର ଓ ଜାତିଆଣ ଆକ୍ଷେପ ନେଇ ଏତଲା ଦେଇଛନ୍ତି l
ଏହା ଅଞ୍ଚଳରେ ବେଶ ରାଜନୈତିକ ଚର୍ଚ୍ଚାକୁ ଖୋରାକ ଯୋଗାଇଛି l