ଆନନ୍ଦପୁରରେ ସୁନ୍ଦରା କାଣ୍ଡ ପାରାୟଣ ଅନୁଷ୍ଠିତ

ସୋନପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଜଟେସିଂହା ପଞ୍ଚାୟତ ଅନ୍ତର୍ଗତ ଆନନ୍ଦପୁର ଖେଳପଡିଆରେ ଆଜି ଏକ ଦିବସୀୟ ସୁନ୍ଦରାକାଣ୍ଡ ପରାୟଣ ଅନୁଷ୍ଠିତ ହୋଇଯାଇଛି।

ଏଥିରେ ପୁରାଣ ଗାୟିକା ଜ୍ୟୋସ୍ନାମୟୀ ଦିକ୍ଷୀତ ଓ ବର୍ଷାରାଣୀ ବହିଦାର ପୁରାଣ ପଠନ ସମାପନ କରୁଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes