ଆନନ୍ଦପୁରରୁ ଗୋରୁ ବୋଝେଇ ଗାଡି ଜବତ

ଆନନ୍ଦପୁରର ବି ଏନ ହାଇସ୍କୁଲ ନିକଟରେ ଆଜି ପୋଲିସ ଏକ ଗୋରୁ ବୋଝେଇ ଗାଡି ଜବତ କରିଛି l ଗାଡ଼ିରେ ପାଖା ପାଖି 70 ରୁ ଉର୍ଦ୍ଧ ଗୋରୁ ଥିବା ଅନୁମାନ କରାଯାଉଛି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes