ଆଦିବାସୀ ପିଲାଙ୍କୁ ଗୁଣାତ୍ମକ ଶିକ୍ଷା ଯୋଗାଇବା ଉଦ୍ଦେଶ୍ୟରେ ନିର୍ମାଣ ହେବ ନେଇ ସୂଚନା ଦେଲେ ସ୍କୁଲ୍ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ।ଏନେଇ ବଡ଼ ଯୋଜନା ଆଣିବାକୁ ସରକାର ଚଳାଇଛନ୍ତି ମାନସ ମନ୍ଥନ।୧ମ ପର୍ଯ୍ୟାୟରେ ଜନଜାତି ଉନ୍ନୟନ ପରିଷଦ ଜିଲ୍ଲାରେ ନିର୍ମାଣ ହେବ, ଏଥିପାଇଁ ୧୦୦ କୋଟିର ବ୍ୟୟ ବରାଦ କରିବାକୁ ସରକାରଙ୍କ ଲକ୍ଷ୍ୟ ରହିଛି କହିଛନ୍ତି ମନ୍ତ୍ରୀ।