ଆଦର୍ଶ ବିଦ୍ୟାଳୟ ପରିଦର୍ଶନ କଲେ ବିଧାୟକ

ଅନଗୁଳ ଜିଲ୍ଲା ପାଳଲହଡ଼ା ବ୍ଲକ ସୁବର୍ଣ୍ଣପାଲିସ୍ଥିତ ଆଦର୍ଶ ବିଦ୍ୟାଳୟକୁ ଆଜି ପରିଦର୍ଶନ କରିଛନ୍ତି ବିଧାୟକ ମୁକେଶ କୁମାର ପାଳ।

ସେ ବିଦ୍ୟାଳୟର ଓ ଛାତ୍ରଛାତ୍ରୀଙ୍କ ସୁବିଧା ଅସୁବିଧା ବୁଝିବା ସହ ଛାତ୍ରଛାତ୍ରୀମାନଙ୍କ ସହ ମତ ବିନିମୟ କରିଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes