ଏନେଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବିଜେଡି ବିଧାୟକ ଅରୁଣ ସାହୁ।ବିଧାୟକ, ସାଂସଦ ଓ ଜିଲ୍ଲାପାଳଙ୍କ ୨ଟି ଲେଖାଏଁ କୋଟା ବନ୍ଦ ପାଇଁ ଚିଠି ଲେଖିଛନ୍ତି।
କୋଟା ଦ୍ୱାରା ମେଧାବୀ ଛାତ୍ରଛାତ୍ରୀ ପଢିବାରୁ ବଞ୍ଚିତ ହେଉଛନ୍ତି। ଦକ୍ଷ ପିଲାମାନେ ସୁଯୋଗ ପାଆନ୍ତୁ, କୋଟା ବନ୍ଦ କରନ୍ତୁ କହିଛନ୍ତି ଅରୁଣ।
Credible Local News of Odisha