ବାଲେଶ୍ଵର ଜିଲ୍ଲା ସୋର ବ୍ଲକ ନିଶ୍ଚିନ୍ତପୁର ପଞ୍ଚାୟତ କୁଡେଇ ଗ୍ରାମରେ ଥିବା ସାଆନ୍ତାଣୀ ପୋଖରୀକୁ ଆଦର୍ଶ ପୋଖରୀ ଭାବେ ଗ୍ରହଣ କରି ୧୦ ଲକ୍ଷ ଟଙ୍କା ବ୍ୟୟରେ ଏହାର ପୁନରୁଦ୍ଧାର ପାଇଁ ଆଜି ପୂର୍ବାହ୍ନରେ ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି ବିଧାୟକ ପର୍ଶୁରାମ ଧଡା।
Credible Local News of Odisha