ଆତ୍ମହତ୍ୟା ଉଦ୍ୟମ କରିଥିବା ମହିଳା କଏଦୀଙ୍କ ମୃତ୍ୟୁ

ହତ୍ୟା ମାମଲାରେ ଗିରଫ ମହିଳା ବିଚାରାଧୀନ ବନ୍ଦୀ ସୁକାନ୍ତି ଦାସ ଝାରପଡ଼ା ଜେଲରେ ଆତ୍ମହତ୍ୟା ଉଦ୍ୟମ କରିଥିଲେ।

ହସ୍ପିଟାଲରେ ଚିକିତ୍ସାଧିନ ଥିବା ବେଳେ ସୁକାନ୍ତିଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ସୁକାନ୍ତିଙ୍କ ମୃତ୍ୟୁର ତଦନ୍ତ ହାଜତ ମୃତ୍ୟୁ ଗାଇଡଲାଇନ ଅନୁସାରେ ହେବ। ସେ ୨୦୧୩ରୁ ଜେଲରେ ଥିଲେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes