ଆତ୍ମସୁରକ୍ଷା ତାଲିମ ଶିବିର ଉଦଯାପିତ

କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ବିଶ୍ଵବିଦ୍ୟାଳୟ ଏକାଦଶ ଶ୍ରେଣୀରେ ଚାଲିଥିବା ଆତ୍ମ ସୁରକ୍ଷା ତାଲିମ ଶିବିର ଆଜି ଉଦଯାପିତ ହୋଇଯାଇଛି ।

ଏଥିରେ ୮୦ଜଣ ଛାତ୍ରୀ ଭାଗନେଇ ନିଜ ଜୀବନର ସୁରକ୍ଷା ପାଇଁ ବିଭିନ୍ନ କୌଶଳ ଶିଖିଥିଲେ ।ବିଦ୍ୟାଳୟର କୁଳପତି ଡ଼ଃ ସଞ୍ଜୟ ଶତପଥୀ ଯୋଗଦେଇ ଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes