ଆତ୍ମସାତ ଅଭିଯୋଗରେ ପୂର୍ବତନ ପୋଷ୍ଟ ମାଷ୍ଟର ଗିରଫ

କେନ୍ଦୁଝର ଜିଲା ପାଟଣା ବ୍ଲକ ମୁଖ୍ୟାଳୟ ପୋଷ୍ଟ ଅଫିସ ର ଟଙ୍କା ଆତ୍ମ ସାତ ଅଭିଯୋଗ ରେ ସୋମବାର ପାଟଣା ପୋଲିସ ଏହି ବ୍ଲକ ମୂଷାଖରୀ ଗ୍ରାମ ର ଜଣେ ୫୨ ବର୍ଷୀୟ ବ୍ୟକ୍ତି ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।ଗିରଫପୂର୍ବତନ ପୋଷ୍ଟ ମାଷ୍ଟର ଜଣକ ହେଉଛନ୍ତି ଏହି ବ୍ଲକ ମୂଷାଖରୀ ଗ୍ରାମର ବୀର ବର ପାତ୍ର।

ସୂଚନା ଯେ ସେ ୨ ଜଣ ଜମାକାରୀ ଙ୍କ ୧ ଲକ୍ଷ ୯୧ ହଜାର୪୩୦ ଟଙ୍କା ସରକାରୀ ଟଙ୍କା ହଡପ କରିଥିବାର ତାଙ୍କ ନାଁ ରେ ଅଭିଯୋଗ ହେବା ପରେ ବିଭାଗ ତରଫରୁ ଥାନାରେ ଏତେଲା ଦିଆଯାଇଥିଲା।ଅଭିଯୋଗ ପରେ ପାଟଣା ପୋଲିସ ଅଭିଯୁକ୍ତ ଙ୍କୁ ଗିରଫ କରିଥିବା ଥାନା ଧିକାରୀ ମନୋରଞ୍ଜନ ପ୍ରଧାନ କହିଛନ୍ତି

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes