ଆତ୍ମସମର୍ପଣ କରିଥିବା ଦୁଇ ମାଓବାଦୀଙ୍କ ହାତଗଣ୍ଠି ପଡିବ

କଳାହାଣ୍ଡି ଜିଲ୍ଳାରେ ଆତ୍ମସମର୍ପଣ କରିଥିବା ଦୁଇ ମାଓବାଦୀ ରାମଦାଶ ଓ କଲମଦେଇଙ୍କର ଆଜି ବିବାହ ଉତ୍ସବ ଆୟୋଜନ କରିଛି ଜିଲ୍ଲା ପୁଲିସ l ବିବାହ ଉତ୍ସବକୁ ପୁଲିସ ପକ୍ଷରୁ ଅତିଥି ମାନଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇଛି l

2017 ରେ କଲମଦେଇ ଆତ୍ମସମର୍ପଣ କରିଥିବା ବେଳେ 2019 ରେ ରାମଦାଶ ପୁଲିସ ନିକଟରେ ଆତ୍ମସମର୍ପଣ କରିଥିଲା l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes