ଆଡମିଟ୍‌ ପୂର୍ବରୁ ଆୟୂଷ୍ମାନ କାର୍ଡରେ ଟେଷ୍ଟ: ମନ୍ତ୍ରୀ

ଆୟୂଷ୍ମାନ ସ୍ବାସ୍ଥ୍ୟ ସେବାକୁ ନେଇ ମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଛନ୍ତି, ଆଡମିଟ୍‌ ପୂର୍ବରୁ ଆୟୂଷ୍ମାନ କାର୍ଡରେ ହେବ ସବୁ ମେଡିକାଲ୍‌ ପରୀକ୍ଷା।ରୋଗୀ ହସ୍ପିଟାଲ୍‌ରେ ଆଡମିଟ୍‌ ହେବାର ୩ ଦିନ ପୂର୍ବରୁ କାର୍ଡରେ ପରୀକ୍ଷା ହେବ, ୩ ଦିନ ପୂର୍ବରୁ ଯାହା ଟେଷ୍ଟ ହେବ ତାହା ଆୟୂଷ୍ମାନ ପ୍ୟାକେଜରେ ଅନ୍ତର୍ଭୁକ୍ତ ହେବ। ଗାଇଡ୍‌ଲାଇନ୍‌ ନ ମାନିଲେ ହସ୍ପିଟାଲ୍‌ ବିରୋଧରେ ଆକ୍ସନ ହେବ କହିଛନ୍ତି ସ୍ବାସ୍ଥ୍ୟ ମନ୍ତ୍ରୀ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes