ଆଠ ଲକ୍ଷ ଟଙ୍କାର ବ୍ରାଉନସୁଗର ଜବତ, 2 ଗିରଫ

ପୁରୀ ଜିଲ୍ଲାର ବଳଙ୍ଗା -ହରିପୁର ରାସ୍ତାରୁ ଆଜି ସ୍ଥାନୀୟ ପୁଲିସ 78 ଗ୍ରାମର ବ୍ରାଉନସୁଗର ଜବତ କରିବା ସହ ଦୁଇ ଜଣଙ୍କୁ ଗିରଫ କରିଛି l ସେମାନଙ୍କ ଠାରୁ ଏକ କାର ଓ ବାଇକ ମଧ୍ୟ ଜବତ ହୋଇଛି l

ଜବତ ବ୍ରାଉନସୁଗରର ମୂଲ୍ୟ ପ୍ରାୟ ଆଠ ଲକ୍ଷ ଟଙ୍କା ହେବ l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes