ଆଠମଲ୍ଲିକ ବ୍ଲକ ପ୍ରତିନିଧି ହେଲେ ରତନ ରଥ

ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବିଧାୟକ ରମେଶ ସାଏ ଆଜି ଆଠମଲ୍ଲିକ ବ୍ଲକ ପ୍ରତିନିଧି ଭାବେ ଲୁଣହାଣ୍ଡି‌ ପଞ୍ଚାୟତର ପୁର୍ବତନ ସମିତି ସଭ୍ୟ ରତ୍ନ ରଥକୁ ନିଯୁକ୍ତି କରିଛନ୍ତି।

ଏନେଇ ଚିଠି ମାଧ୍ୟମରେ ଅନୁଗୁଳ ଜିଲ୍ଲାପାଳଙ୍କୁ ଜଣାଇବା ସହ‌ ଏହାର ନକଳ ଆଠମଲ୍ଲିକ‌ ବିଡ଼ିଓ, ତହସିଲଦାର , ଉପଖଣ୍ଡ ଆରକ୍ଷୀ ଅଧିକାରୀ ଓ ଅନ୍ୟ ସମସ୍ତ ଅଧିକାରୀଙ୍କୁ ସୁଚନା ଦେଇଥିବା ଜଣାପଡିଛି।

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version