ଆଠଗଡ଼ ଧବଳେଶ୍ୱର ପୀଠରେ କାର୍ତ୍ତିକ ବ୍ରତ ପାଳନ ପାଇଁ ଦିନ ଧାର୍ଯ୍ୟ

ଅକ୍ଟୋବର ୧୦ରୁ ନଭେମ୍ବର ୮ ତାରିଖ ପର୍ଯ୍ୟନ୍ତ କାର୍ତ୍ତିକ ବ୍ରତ ପାଳନ ହେବା ନେଇ ଆଜି ବସିଥିବା ପଞ୍ଚକ ଓ ବଡ଼ ଓଷା ପାଳନ ପ୍ରସ୍ତୁତି ବୈଠକରେ ନିଷ୍ପତ୍ତି ହୋଇଛି।

ନଭେମ୍ବର ୬ରେ ବଡ଼ ଓଷା ପାଳନ ହେବ ଏବଂ ୭ ତାରିଖ ସୋମବାର ସକାଳେ ଗଜଭୋଗ ମିଳିବ । ନଭେମ୍ବର ୯ ପୂର୍ଣ୍ଣିମା ଦିନ ଗ୍ରହଣ ଲାଗୁଥିବାରୁ ୮ରେ କାର୍ତ୍ତିକ ବ୍ରତ ସମାପନ ହେବ। ଏ ନେଇ ପୂଜକ ସମିତି ସଭାପତି ସୂଚନା ଦେଇଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes