ଆଠଗଡ଼ ଥାନାରୁ ଚମ୍ପଟ ମାରିଲା ଅଭିଯୁକ୍ତ

ଅଭିଯୁକ୍ତ ଜଣଙ୍କ ଅମୃତମଣୋହିପାଟଣା ଗାଁର ବିରଞ୍ଚି ମନ୍ତ୍ରୀ ବୋଲି ସୂଚନା ମିଳିଛି।

ଗଣ୍ଡଗୋଳ ମାମଲାରେ ରାତିରେ ଧରି ଆଣିଥିଲା ପୁଲିସ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes