ଆଠଗଡ଼ରେ ହାତୀ ପାଇଁ ଏନ୍ଏଚ୍ ଜାମ୍

କଟକ-ସମ୍ବଲପୁର (କୁଶପଙ୍ଗୀ-ଡିହସାହି) ଏନ୍ଏଚ୍ ୫୫ କଡ଼ରେ ହାତୀପଲ ଥିବାରୁ ଗାଡ଼ିମୋଟର ଅଟକି ରହିଛି।

ଡାଳିଯୋଡ଼ା ଓ ଖୁଣ୍ଟୁଣି ରେଞ୍ଜ ବନ କର୍ମଚାରୀଙ୍କ ଘଉଡ଼ାଇବାକୁ ଉଦ୍ୟମ ଜାରି ରଖିଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes