ଆଜି 12 ଘଣ୍ଟିଆ ଖରିଆର ବନ୍ଦ

ସହରରେ ଉଚିତ ଟ୍ରାଫିକ ପରିଚାଳନା ପାଇଁ ନୂଆପଡା ଜିଲ୍ଲାର ଖରିଆରରେ ଆଜି ସଚେତନ ନାଗରିକ ମଞ୍ଚ ପକ୍ଷରୁ 12 ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି l
ଏହାକୁ ସମର୍ଥନ କରି ଦୋକାନ ବଜାର, ଗାଡି ମୋଟର ଏବଂ ଶିକ୍ଷାନୁଷ୍ଠାନ ବନ୍ଦ ରହିଛି l

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version