ପ୍ରଶ୍ନପତ୍ର ଭାଇରାଲ ପରେ ମଧ୍ୟରାତ୍ରୀରେ ସ୍ପେସାଲ OTET-୨୦୨୫ ପରୀକ୍ଷା ସ୍ଥଗିତ କଲା ବୋର୍ଡ। ପେପର୍-୧ ଓ ୨ର ହାତଲେଖା ପ୍ରଶ୍ନ ଭାଇରାଲ ହୋଇଛି। ୧୯୩ଟି ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେଇଥାନ୍ତେ ୭୫ ହଜାର ୪୦୩ ପରୀକ୍ଷାର୍ଥୀ।
ପରୀକ୍ଷା ପାଇଁ ନୂଆ ତାରିଖ ଘୋଷଣା କରିବ ବୋର୍ଡ।
Credible Local News of Odisha