ଆଜି ସମ୍ବଲପୁରର ଅନ୍ୟ ୨ ଥାନା ଅଞ୍ଚଳରୁ କର୍ଫ୍ୟୁ ହଟାଇ ଦିଆଯିବ: ଏସପି

ଏ ନେଇ ସମ୍ବଲପୁର ଏସପି ବି. ଗଙ୍ଗାଧର ସୂଚନା ଦେଇଛନ୍ତି।

ଆଜି ଟାଉନ ଥାନା, ଧନୁପାଲି ଥାନା ଅଞ୍ଚଳରୁ କର୍ଫ୍ୟୁ ହଟାଇ ଦେବୁ, ଘୃଣା, ବିଦ୍ୱେଷ ସୃଷ୍ଟିକାରୀ ମେସେଜ ସେୟାର ନକରିବାକୁ କହିଛନ୍ତି ଏସପି।

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version