ଆଜି ଶ୍ରୀମନ୍ଦିରରେ ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ

ଶ୍ରୀବିଗ୍ରହଙ୍କ ରାହୁରେଖା ନୀତି ଲାଗି ୪ ଘଣ୍ଟା ବନ୍ଦ ଦର୍ଶନ ରହିବ ନେଇ ମନ୍ଦିର ପ୍ରଶାସନ ସୂଚନା ଦେଇଛି।

ଅପରାହ୍ନ ୨ଟା ୩୦ରୁ ସଂଧ୍ୟା ୬ଟା ୩୦ ଯାଏଁ ବନ୍ଦ ରହିବ ଦର୍ଶନ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes