ଆଜି ଚିତାଲାଗି ଅମାବାସ୍ୟା ପାଇଁ ଅପରାହ୍ଣ ୨ଟା ୩୦ରୁ ସଂଧ୍ୟା ୬ଟା ୩୦ ପର୍ଯ୍ୟନ୍ତ ଶ୍ରୀଜିଉଙ୍କ ଦର୍ଶନ ବନ୍ଦ ରହିବ।ଶ୍ରୀମନ୍ଦିରରେ ଚିତା ଲାଗି ନୀତି ଅନୁଷ୍ଠିତ ହେବ। ଆଜି ମହାପ୍ରଭୁଙ୍କ ମସ୍ତକରେ ଲାଗି ହେବ ସୁବର୍ଣ୍ଣ ଚିତା।
Credible Local News of Odisha