ଆଜି ରାତି ଖୋଲିବ ହରଭଙ୍ଗୀ ଡ୍ୟାମ ଗେଟ

ଗଜପତି ଜିଲ୍ଲାର ଅଡବା ଠାରେ ଥିବା ହରଭଙ୍ଗୀ ଡ୍ୟାମର ଗୋଟିଏ ଗେଟ ଆଜି ରାତି ଖୋଲିବ l ଡ୍ୟାମର ମୋଟ ଆଠଟି ଗେଟ ମଧ୍ୟରୁ ଗୋଟିକରେ ଘଣ୍ଟାକୁ 100 କ୍ୟୁସେକ ଜଳ ନିଷ୍କାସିତ ହେବ ବୋଲି ସ୍ଥାନୀୟ ଅଧିକ୍ଷଣ ଯନ୍ତ୍ରୀ କହିଛନ୍ତି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes