ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆଜି ସନ୍ଧ୍ୟା ୭ଟାରେ ଲୋକସେବା ଭବନରେ କ୍ୟାବିନେଟ ବୈଠକ ବସିବ।
୧୨ ପ୍ରସ୍ତାବ ଉପରେ ବାଜିପାରେ କ୍ୟାବିନେଟର ମୋହର। ବୈଠକରେ ଉପସ୍ଥିତ ରହିବେ ବିଭାଗୀୟ ମନ୍ତ୍ରୀ ଓ ସଚିବ।
Credible Local News of Odisha