କାକବନ୍ଧ ଆଶ୍ରମ ସ୍କୁଲ୍ ଛାତ୍ରୀ ମୃତ୍ୟୁ ଘଟଣାର ନ୍ୟାୟିକ ତଦନ୍ତ ଦାବିରେ ବିଜେଡି ପକ୍ଷରୁ ମୟୂରଭଞ୍ଜ ବନ୍ଦ ପାଳନ କରୁଥିବା ବେଲ କଂଗ୍ରେସ ସମର୍ଥନ କରିଛି। ସ୍କୁଲ୍ କଲେଜ୍, ଦୋକାନ, ବଜାର, ଗାଡ଼ି ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଛି।
Credible Local News of Odisha