ଆଜି ମା’ ସମଲେଇଙ୍କ ଧବଳମୁଖୀ ବେଶ

ପବିତ୍ର ମହାଳୟା ଅବସରରେ ସିନ୍ଦୁର ବର୍ଣ୍ଣ ବଦଳରେ ଆଜି ଶ୍ୱେତବର୍ଣ୍ଣରେ ମା’ ସମଲେଇ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି। ଧବଳମୁଖୀ ବେଶ ପାଇଁ ମାଆଙ୍କର ସ୍ୱତନ୍ତ୍ର ମହାଆଳତୀ ଅନୁଷ୍ଠିତ ହୋଇଥିବା ବେଳେ ସ୍ୱତନ୍ତ୍ର ବେଶ ଦର୍ଶନ ପାଇଁ ଧାଡ଼ିରେ ହଜାର ହଜାର ଶ୍ରଦ୍ଧାଳୁ ରହିଛନ୍ତି।

ଧବଳମୁଖୀ ବେଶ ଦେଖିଲେ ଗଙ୍ଗା ଦର୍ଶନର ପୂଣ୍ୟ ଫଳ ମିଳେ ବୋଲି ବିଶ୍ୱାସ ରହିଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes