ଆଜି ମୟୂରଭଞ୍ଜ ଗସ୍ତ ଶେଷ କରି ଭୁବନେଶ୍ୱର ଫେରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଭୁବନେଶ୍ୱରରେ ଚାଲିଥିବା ବ୍ଲାକ୍ସ୍ବାନ୍ ଶିଖର ସମ୍ମିଳନୀରେ ଯୋଗଦେବା କାର୍ଯ୍ୟକ୍ରମ ରହିଛି।
Credible Local News of Odisha