ଆଜି ବିଶ୍ବ ମହାସାଗର ଦିବସ; ପୁରୀ ବେଳାଭୂମିରେ ସୁନ୍ଦର ବାଲୁକାକୃତି

ଆଜି ବିଶ୍ବ ମହାସାଗର ଦିବସ ଅବସରରେ ବାଲୁକା ଶିଳ୍ପୀ ସୁଦର୍ଶନ ଦାସ ପୁରୀ ବେଳାଭୂମିରେ ସୁନ୍ଦର ବାଲୁକାକୃତି କରିଛନ୍ତି।

ଏହା ଜରିଆରେ ସମୁଦ୍ରକୁ ସୁରକ୍ଷିତ ରଖିବାକୁ ଆହ୍ୱାନ ଦେଇଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes