୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ବଜେଟ ଆଗତ କରିବେ ମୁଖ୍ୟମନ୍ତ୍ରୀ।ଅପରାହ୍ନ ୪ଟାରେ ବଜେଟ ଆଗତ କରିବେ ମୁଖ୍ୟମନ୍ତ୍ରୀ। ଚଳିତ ବର୍ଷର ବଜେଟ ୩ ଲକ୍ଷ ୨୦ ହଜାର କୋଟି ଛୁଇଁବା ଆକଳନ। ଗତ ଆର୍ଥିକ ବର୍ଷରେ ବ୍ୟୟବରାଦ ଥିଲା ୨ ଲକ୍ଷ ୯୦ ହଜାର କୋଟି। ଚାଷୀ ସମସ୍ୟା ନେଇ ଲଗାତାର ଚତୁର୍ଥ ଦିନରେ ଗୃହ ହୁଲସ୍ତୁଲ ହୋଇପାରେ।