ଆଜି ବାର୍‌ ଆସୋସିଏସନ୍‌ ନିର୍ବାଚନ

ଆଜି ୱାନ ବାର୍‌ ୱାନ ଭୋଟ ପଦ୍ଧତିରେ ୧୫୩ଟି ବାରରେ ନିର୍ବାଚନ ହେଉଛି।

ଭୁବନ ଓ କେନ୍ଦ୍ରାପଡାକୁ ଛାଡ଼ି ଅନ୍ୟ ସମସ୍ତ ବାରରେ ନିର୍ବାଚନ ଚାଲିଛି। ରାଜ୍ୟରେ ୪୦ ହଜାରରୁ ଅଧିକ ଆଇନଜୀବୀ ମତଦାନ କରିବେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes