ଆଜି ବସିବ ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ

ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତା ଲୋକସେବା ଭବନରେ ବୈଠକ ବସିବାକୁ ଯାଉଛି। ଏଥିରେ ୭ଟି ଏଜେଣ୍ଡା ଉପରେ ବାଜିପାରେ କ୍ୟାବିନେଟ ମୋହର।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes