ଅନଲାଇନ ଔଷଧ ବିତରଣ ବିରୋଧରେ ବନ୍ଦ ଡାକରା ଦିଆଯାଇଛି। ରାଜ୍ୟର ପ୍ରାୟ ୩୦ ହଜାର ଔଷଧ ଦୋକାନ ବନ୍ଦ ରହିଛି।
ବନ୍ଦକୁ ନଜରରେ ରଖି ରାଜ୍ୟ ସରକାର ତତ୍ପର ହୋଇକନ୍ତି। ଔଷଧ ଯୋଗାଇବାକୁ ଡ୍ରଗସ ଇନ୍ସପେକ୍ଟର ଓ ସହାୟକ ଡ୍ରଗସ ଇନ୍ସପେକ୍ଟରଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
Credible Local News of Odisha