ଆଜି ଫିଲ୍ମ ‘ଆଉ ଗୋଟେ ଲଭ ଷ୍ଟୋରୀ’ର ପ୍ରିମିୟର

ଆଜି ଆଉ ଗୋଟେ ଲଭ ଷ୍ଟୋରୀର ପ୍ରିମିୟର ସ୍ୱାତୀ ସିନେ କମ୍ପ୍ଲେକ୍ସରେ ଦିନ ୧୧ରେ ଅନୁଷ୍ଠିତ ହେବ l ଆରଆର ଏଭେଣ୍ଟସ ଏବଂ ସିନେ ପ୍ରଡକସନ୍ସ ପକ୍ଷରୁ ରମେଶ ବାରିକଙ୍କ ପ୍ରଯୋଜିତ ଏହି ସିନେମାରେ ଜ୍ୟୋତି, ଭୂମିକା ଲିଡରେ ଅଛନ୍ତି।

ଏହାର ନିର୍ଦ୍ଦେଶନା ସଞ୍ଜୟ ନାୟକ ଦେଇଛନ୍ତି ଏବଂ ସଂଗୀତ ନିର୍ଦ୍ଦେଶନା ବୈଦ୍ୟନାଥ ଦାଶ ଦେଇଛନ୍ତି l ଗତ ୨୦ରେ ଫିଲ୍ମଟି ସାରା ଓଡ଼ିଶାରେ ରିଲିଜ ହୋଇଛି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes