ଆଜି ପ୍ରକାଶ ପାଇବ ICSE ଓ ISC ରେଜଲ୍ଟ April 30, 2026 by Odisha ICSE ଦଶମ ଓ ISC ଦ୍ୱାଦଶ ପରୀକ୍ଷାଫଳ ପ୍ରକାଶ ପାଇବ। cisce.org ଓresults.cisce.orgରେ ରେଜଲ୍ଟ ଉପଲବ୍ଧ ହେବ।