ଆଜି ପ୍ରକାଶ ପାଇବ ସିବିଏସଇ ଦ୍ୱାଦଶ ଓ ଦଶମ ପରୀକ୍ଷା ଫଳ

ଆଜି ପୂର୍ବାହ୍ନ 10 ଟାରେ ସିବିଏସଇ ଦ୍ୱାଦଶ ଓ ଦିନ 2 ଟା ବେଳେ ଦଶମ ଶ୍ରେଣୀ ପରୀକ୍ଷାର ଫଳ ପ୍ରକାଶ ପାଇବ ବୋଲି କର୍ତ୍ତୃପକ୍ଷ କହିଛନ୍ତି l ଛାତ୍ରଛାତ୍ରୀ ମାନେ https://cbseresults.nic.in ରେ ଫଳ ପାଇପାରିବେ l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes