ଆଜି ପ୍ରକାଶ ପାଇବ ସଂଶୋଧିତ B.Ed କଟ୍‌ ଅଫ୍‌ ମାର୍କ

SAMS ପୋର୍ଟାଲରେ ଦିନ ୧୧ଟାରୁ ଉପଲବ୍ଧ ହେବ ଏବଂ ଆଜିଠୁ ଅଗଷ୍ଟ ୪ ଯାଏ ଚଏସ୍‌ ଲକିଂ କରିବେ ଛାତ୍ରଛାତ୍ରୀ।

ଅଗଷ୍ଟ ୮ରେ ପ୍ରଥମ ପର୍ଯ୍ୟାୟ ସିଟ୍‌ ଆବଣ୍ଟନ ହେବ। ସେପ୍ଟେମ୍ବର ୨ରୁ B.Ed ପ୍ରଥମ ବର୍ଷ ପାଠପଢ଼ା ଆରମ୍ଭ ହେବ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes